ଚାଷୀଙ୍କ ଉପରେ ମାଡିଗଲା ଟ୍ରକ୍: ଘଟଣାସ୍ଥଳରେ ମୃତ୍ୟୁ, ୪ଗୁରୁତର

ଯାଜପୁର: ଯାଜପୁର ଜିଲ୍ଲାର ୧୬ ନଂ ଜାତୀୟ ରାଜପଥର ବାରବାଟୀ ଛକ ଠାରେ ଥିବା ଗଣେଶ ପରିବା ହାଟ ନିକଟରେ ରାସ୍ତାକଡରେ ବସି ବେପାର କରୁଥିବା ପରିବା ଚାଷୀଙ୍କ ଉପରକୁ ଟ୍ରକ ଚଢ଼ିଯାଇଛି। ଏହାଫଳରେ ଜଣେ ଚାଷୀ ମୃତ୍ୟୁବରଣ କରିଥିବା ବେଳେ ଜଣେ ବ୍ୟବସାୟୀ ଓ ଜଣେ ଚାଷୀ ଗୁରୁତର ଆହତ ହୋଇ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ ହୋଇଛନ୍ତି।ମିଳିଥିବା ସୂଚନା ଅନୁସାରେ ଦୈନିକ ସକାଳୁ ବାରବାଟୀ ହାଟରେ ପରିବା … Continue reading ଚାଷୀଙ୍କ ଉପରେ ମାଡିଗଲା ଟ୍ରକ୍: ଘଟଣାସ୍ଥଳରେ ମୃତ୍ୟୁ, ୪ଗୁରୁତର